ସାମାଜିକ ଦୂରତ୍ବକୁ ଫୁ କରି ବଜାରରେ ଅସମ୍ଭାଳ ଭିଡ - କୋରୋନା ସଂକ୍ରମଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8031213-thumbnail-3x2-ppjpeg.jpg)
କଟକ: କୋରୋନା ସଂକ୍ରମଣରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ । କଟକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ସଟଡାଉନ ଓ ଲକଡାଉନ ପାଇଁ ଜୀବନ ଜୀବିକା ପ୍ରଭାବିତ ହେବା କାରଣରୁ ସଟଡାଉନ ନିୟମ ହଟାଯାଇଥିବା ବେଳେ ଲୋକ ମାନେ ନିଜ ଦାୟିତ୍ବ କର୍ତ୍ତବ୍ୟ ସତେ ଯେମିତି ଭୁଲି ଯାଇଛନ୍ତି । କୃଷକ ବଜାରରେ ପରିବା କିଣିବା ପାଇଁ ଲୋକ ମାନଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିବା ବେଳେ କେହି ବି ସାମାଜିକ ଦୂରତ୍ବ ସହ ଗାଇଡ ଲାଇନ ପାଳନ କରିନଥିଲେ । ସେଠାକାର ଚିତ୍ର କେମିତି ଥିଲା ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ...