ପାଙ୍ଗୋଙ୍ଗ ହ୍ରଦରୁ ଜାରି ରହିଛି ସେନା ପ୍ରତ୍ୟାହାର

By

Published : Feb 16, 2021, 9:21 PM IST

thumbnail
ଶ୍ରୀନଗର : ଭାରତ ଓ ଚୀନ ବିବାଦ ଦିର୍ଘ ଦିନ ଧରି ଜାରି ରହିଛି । ଏବେ ଉଭୟ ଭାରତ ଓ ଚୀନ ପାଙ୍ଗୋଙ୍ଗ ହ୍ରଦରୁ ନିଜ ସେନାକୁ ପ୍ରତ୍ୟାହୃତ କରୁଛନ୍ତି । ଏପରିକି ଯୁଦ୍ଧ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସାମଗ୍ରୀ ସମେତ ଟ୍ୟାଙ୍କକୁ ଫେରଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.