thumbnail

By

Published : May 3, 2022, 2:04 PM IST

Updated : May 3, 2022, 4:26 PM IST

ETV Bharat / Videos

ସ୍ୱଚ୍ଛ ବ୍ୟକ୍ତି ହୁଅନ୍ତୁ PCC ସଭାପତି: ସୁର ରାଉତରାୟ

ଭୁବନେଶ୍ବର: ମେ' 5 ତାରିଖରେ ଦିଲ୍ଲୀ ଯିବାକୁ କଂଗ୍ରେସ ବିଧାୟକଙ୍କୁ ହାଇକମାଣ୍ଡଙ୍କ ନିକଟରୁ ଡାକରା ଆସିଛି । PCC ପରିବର୍ତ୍ତନ ନେଇ କଂଗ୍ରେସ ମୁଖିଆଙ୍କ ସହ ବୈଠକ ହେବ । ଡାକରା ଆସିବା ପରେ ଇଟିଭି ଭାରତକୁ ସକ୍ଷାତକାର ଦେଇ ଅଧିକ ଆଲୋଚନା କରିଛନ୍ତି ବିଧାୟକ ସୁର ରାଉତରାୟ । ବୈଠକରେ କଣ ଆଲୋଚନା ହେବ ପିସିସି ସଭାପତି କିପରି ହେବା ଦରକାର ସେ ନେଇ ଆଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : May 3, 2022, 4:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.