thumbnail

ସୁଦୃଢ ହେବେ କଂଗ୍ରେସ: ନିରଞ୍ଜନଙ୍କ ମନ୍ତ୍ର ଯୋଡି ହୁଅ

By

Published : Jun 10, 2022, 3:05 PM IST

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ନବ ନିଯୁକ୍ତ ସଭାପତି ଶରତ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳ ଲୋକଙ୍କ ସହ ସମ୍ପର୍କ ବଢାଇପାରିଲେ କଂଗ୍ରେସର ଅଭୁତପୂର୍ବ ଉନ୍ନତି ହେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ ସମସ୍ତ ଏକଜୁଟ ହୋଇ କାମ କଲେ କଂଗ୍ରେସ ଆଗକୁ ବଢିବା ସହ ବିଜେଡିକୁ ମାତ୍‌ ଦେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.