ନଡିଆ ଗଛରେ ଚଢି ଫସିଗଲେ ବୃଦ୍ଧ, ଦେଖନ୍ତୁ ଉଦ୍ଧାର ସମୟର ଦୃଶ୍ୟ

By

Published : Jul 27, 2022, 11:16 AM IST

thumbnail
ଥିରୁଅନନ୍ତପୁରମ: ନଡ଼ିଆ ଗଛ ଉପରେ ଚଢ଼ି ସଫା କରୁଥିବାବେଳେ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ଗଛରୁ ଖସିପଡ଼ିଲେ ବୃଦ୍ଧ । ଗଛର ଉପର ଭାଗରେ ତାଙ୍କ ଗୋଡ଼ ଫସି ରହିବାରୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଗଛରେ ରହିଥିଲେ । ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଚଟାଣରେ ଫୋମ ବେଡ ବିଛାଯାଇଥିଲା । ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଡ଼ି ଏବଂ ଦଉଡ଼ି ସାହାଯ୍ୟରେ ବୃଦ୍ଧଙ୍କୁ ଉଦ୍ଧାର କରିଥିଲା । ଦେଖନ୍ତୁ ସେହି ସମୟର ଦୃଶ୍ୟ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.