ମାଟ୍ରିକ ପରୀକ୍ଷାରେ ସଫଳତା ନେଇ କଣ କହିଲେ କୃତୀ ଛାତ୍ର, ଆସନ୍ତୁ ଶୁଣିବା - ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ
🎬 Watch Now: Feature Video

ବ୍ରହ୍ମପୁର: ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷାରେ ବ୍ରହ୍ମପୁରର ନୀଳକଣ୍ଠନଗର ବିଦ୍ୟାର୍ଥୀ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ରୁଦ୍ର ପ୍ରସାଦ ରଥ ୯୬ .୧୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ତେବେ ଏନେଇ କୃତୀ ଛାତ୍ରଛାତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ