ସ୍ବାମୀଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ କଲେ ସାଉଥ ବିଉଟି ନୟନତାରା - ନୟନଥାରା ବିଘ୍ନେଶ ଶିବନ

🎬 Watch Now: Feature Video

thumbnail

By

Published : Jun 11, 2022, 10:47 AM IST

ଅମରାବତୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ । ବିବାହ ପରେ ନୟନତାରା ସ୍ବାମୀ ବିଘ୍ନେଶ ଶିବନଙ୍କ ସହ ଆସି ତିରୁପତିରେ ପହଞ୍ଚିଥିଲେ । ଏହି ଷ୍ଟାର୍‌ ଦମ୍ପତି ମହାବଳିପୁରମର ଏକ ଲଗ୍‌ଜୁରୀ ରିସର୍ଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ଜୁନ୍ 9ରେ ବିବାହ କରିଛନ୍ତି । ଦୀର୍ଘ 6 ବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ‌ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.