Modi In Gujarat: ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ, ଆମ୍ବୁଲାନ୍ସକୁ ଛାଡିଲେ ରାସ୍ତା - ଗୁଜରାଟରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କନଭୟ
🎬 Watch Now: Feature Video

ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ବଦାନ୍ୟତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଅହମ୍ମଦାବାଦରୁ ଗାନ୍ଧୀନଗର ଯାଉଥିବା ବେଳେ ନିଜ କନ୍ଭୟକୁ ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତା ଦେଇଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ୟୁଜର୍ସ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ସାଧରଣତଃ ଏଭଳି ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ କନଭୟ ଅଟକାଯାଏ ନାହିଁ ।
Last Updated : Sep 30, 2022, 4:28 PM IST