thumbnail

By

Published : Jul 1, 2022, 8:03 AM IST

ETV Bharat / Videos

ଆସାମ ସୁନ୍ଦରୀଙ୍କ କଣ୍ଠରେ ଜଗନ୍ନାଥ ଭଜନ: ଆହେ ନୀଳ ଶୈଳ ଗାଇଲେ ନନ୍ଦୀ ସିଷ୍ଟର୍ସ

ହାଇଦ୍ରାବାଦ: ଆଜି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଚାହିଁ ରହିଛି ସାରା ବିଶ୍ବ । ଏହି ଅବସରରେ ନିଆରା ଅନ୍ଦାଜ ଓ ଏକ ଭିନ୍ନ ଶୈଳୀରେ ବିଶିଷ୍ଟ ସଙ୍ଗୀତଜ୍ଞ ଭିକାରୀ ବଳଙ୍କ ଭଜନ 'ଆହେ ନୀଳ ଶୈଳ' ଗୀତ ପରିବେଷଣ କରିଛନ୍ତି ନନ୍ଦୀ ସିଷ୍ଟର୍ସ । ଓଡ଼ିଶାବାସୀଙ୍କ ପାଇଁ ଏହି ଗୀତଟି ଉପସ୍ଥାପନା କରି ନିଜ ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି। ଏହି ଦୁଇ ଭଉଣୀ ହେଲେ ଆସାମର ଅନ୍ତରା ନନ୍ଦୀ ଓ ଅଙ୍କିତା ନନ୍ଦୀ । 'ମହାପ୍ରଭୁଙ୍କୁ ସ୍ମରଣ କରିବା ପାଇଁ ଏହା ଆମର ଏକ ଛୋଟ ପ୍ରୟାସ । ଜଗତର ନାଥ ଜଗନ୍ନାଥ ସଭିଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ' ବୋଲି ନନ୍ଦୀ ସିଷ୍ଟର୍ସ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.