ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

By

Published : Aug 16, 2022, 11:27 AM IST

thumbnail
ଯାଜପୁର ଦଶରଥପୁର ବ୍ଲକ କସପା ବ୍ରହ୍ମଚାରିପାଟଣାରେ 60 ଫୁଟର ଘାଇ । ଫଳରେ କସପା ଓ ଦୁଦୁରାଅନ୍ତା ସମେତ 10ଟି ପଞ୍ଚାୟତର 100ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି । ଏନେଇ ବିଡ଼ିଓ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ସେପଟେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ପରିଦର୍ଶନ କରିଥିଲେ ବିଞ୍ଝାରପୁର ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଯାଜପୁର ବ୍ଳକର କେତେକ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିବା ମଧ୍ୟ ଖବର ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.