thumbnail

By

Published : May 23, 2022, 10:16 AM IST

ETV Bharat / Videos

ପାରଳାଖେମୁଣ୍ଡିରେ ଜଳିଗଲା 5ରୁ ଊର୍ଦ୍ଧ୍ବ କାର, କାରଣ ଅସ୍ପଷ୍ଟ

ଗଜପତି: ବିଳମ୍ବିତ ରାତିରେ ହୁତୁହୁତୁ ହୋଇ ଜଳିଗଲା ୭ରୁ ୮ଟି କାର । ପାରଳାଖେମୁଣ୍ଡି ଟାଉନ୍ ହଲ୍ ଭିତରେ ଥିବା କାର ଗୁଡିକରେ ଗତକାଲି ରାତିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ କାରରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଥିବା ବେଳେ କେଉଁ କାରଣରୁ ଏହିଭଳି କାଣ୍ଡ ଘଟିଛି ତାହା ବର୍ତ୍ତମାସ ସୁଦ୍ଧା ଅସ୍ପଷ୍ଟ ରହିଛି । ଅଗ୍ନିଶମ କର୍ମଚାରୀ ରାତିରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.