Watch Video: ୱାଟରପାର୍କରେ ଛପି ଥିଲା ମୃତ୍ୟୁ ! - ଆଜମେର ୱାଟର ପାର୍କରେ ଯୁବକଙ୍କ ମୃତ୍ୟୁ

🎬 Watch Now: Feature Video

thumbnail

By

Published : Jun 5, 2022, 10:44 AM IST

ଜୟପୁର: ଏମିତି ବି ଆସେ ମୃତ୍ୟୁ । ପରିବାର ଲୋକଙ୍କ ସହ ବୁଲିବାକୁ ଆସିଥିଲେ । ହେଲେ ମୃତ ହୋଇ ଫେରିଲେ । ରାଜସ୍ଥାନର ଆଜମେର ଜିଲ୍ଲା ସ୍ଥିତ ବିର୍ଲା ୱାଟର ପାର୍କରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଯୁବକ ୱାଟରପାର୍କର ପୁଲରେ ଠିଆ ହୋଇଥିଲେ । ଏହି ସମୟରେ ସ୍ଲାଇଡରୁ ଆସୁଥିବା ଜଣେ ବ୍ୟକ୍ତି ଉକ୍ତ ଯୁବକଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରୁଛି । ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି |

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.