thumbnail

By

Published : Oct 13, 2022, 9:02 PM IST

ETV Bharat / Videos

ଧରାପୃଷ୍ଠରେ ଧନଦାତ୍ରୀ, ଚଳଚଞ୍ଚଳ ଭୁବନେଶ୍ୱର

ଭୁବନେଶ୍ବର: ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଧରାବତରଣରେ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଥିବା ବେଳେ ସନ୍ଧ୍ୟା ସମୟରେ ଭକ୍ତଙ୍କ ଭିଡ ଜମୁଛି, ଚଳିତ ବର୍ଷ କଟକଣା ମୁକ୍ତ ଲକ୍ଷ୍ମୀପୂଜା କରାଯାଉଥିବା ବେଳେ ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ମଧ୍ୟ ଶୋଭାପାଉଛି । ଏନେଇ ବାଇଆ ବାବା ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.