thumbnail

By

Published : Oct 4, 2022, 4:51 PM IST

ETV Bharat / Videos

ନବମୀରେ କାହିଁକି କୁମାରୀ ପୂଜା କରାଯାଏ, ଶୁଣନ୍ତୁ ପୂଜକଙ୍କ ମୁହଁରୁ

କଟକ: ଆଜି ପବିତ୍ର ମହାନବମୀ । ଏହି ଅବସରରେ କୁମାରୀ ପୂଜାର ପରମ୍ପରା ରହିଛି । ଆଜିର ଦିନରେ ୯ ଜଣ କୁମାରୀଙ୍କୁ ଦେବୀ ରୂପରେ ପୂଜା କରାଯାଏ । ତେବେ କାହିଁକି ୯ ଜଣ କୁମାରୀଙ୍କୁ ପୂଜା କରାଯାଏ ? ଏହି ପୂଜାର ବିଶେଷତ୍ୱ କଣ ରହିଛି ଶୁଣନ୍ତୁ ପଣ୍ଡିତ ହିମାଂଶୁ ଭୂଷଣଙ୍କ ମୁହଁରୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.