ଜାଣନ୍ତୁ ଅଟୋମୋବାଇଲ ସେକ୍ଟରର ବଡ଼ ଖବର
🎬 Watch Now: Feature Video
ନୂଆଦିଲ୍ଲୀ: ଚଳିତ ସପ୍ତାହରେ କାର ଏବଂ ବାଇକ ମେକରର ବଡ଼ କମ୍ପାନୀ ଦେଶରେ ବହୁତ ଗୁଡାଏ ଅଟୋ ମୋବାଇଲ ଲଞ୍ଚ କରିଛନ୍ତି। ଅଟୋମୋବାଇଲ ସେକ୍ଟରରେ ଯାନବାହାନର ନିର୍ମାଣ କରିବାର ଦର ବୃଦ୍ଧି ପାଇଛି। ତେଣୁ ଏପ୍ରିଲଠାରୁ ବହୁତ ଗୁଡ଼ାଏ କାରର ମୂଲ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି। ଇତିମଧ୍ୟରେ ଟାଟା ମୋଟର୍ସ 10 ଲକ୍ଷ ୟୁନିଟ୍ସ୍ ବିକ୍ରି କରି ଏବେ ଚର୍ଚ୍ଚାରେ।