ସ୍କୁଲ୍‌ ଭିତରେ ମଦ୍ୟପାନ କରୁଥିଲେ ଶିକ୍ଷୟିତ୍ରୀ, ଧରିଲେ ଗ୍ରାମବାସୀ - କର୍ଣ୍ଣାଟକରେ ପଦ୍ୟପାନ କରୁଥିବା ଧରାପଡ଼ିଲେ ଶିକ୍ଷୟିତ୍ରୀ

🎬 Watch Now: Feature Video

thumbnail

By

Published : Sep 10, 2022, 12:49 PM IST

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଶେଷ ଭୂମିକା ଥାଏ । ଯେତେବେଳେ ବିଦ୍ୟାଳୟରେ ଗୁରୁମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ, ସେଠାରେ ପିଲାମାନଙ୍କ ଭବିଷ୍ୟତ କଣ ହେବ ? କର୍ଣ୍ଣାଟକ ତୁମକୁର ଜିଲ୍ଲା ସ୍ଥିତ ଚିକ୍କାସରଙ୍ଗୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଜଣେ ଶିକ୍ଷୟିତ୍ରୀ ସ୍କୁଲରେ ପାଠ ପଢ଼ାଇବା ସମୟରେ ପଦ୍ୟପାନ ସାମଗ୍ରୀ ସହ ଧରାପଡ଼ିଛନ୍ତି (Lady Teacher caught with Liquor bottles at School) । ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଏବଂ ଅନ୍ୟ ଶିକ୍ଷୟିତ୍ରୀଙ୍କ ସହ ଝଗଡ଼ା କରୁଥିବା ଅଭିଯୋଗ ହୋଇଛି । BEO ଘଟଣାର ଯାଞ୍ଚ କରି ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.