କାର୍ଗିଲ ବିଜୟ ଦିବସ ପାଳିତ

By

Published : Jul 26, 2022, 10:47 PM IST

thumbnail
ସମ୍ବଲପୁର : ସମ୍ବଲପୁର କଚେରୀ ଛକଠାରେ ବଜରଙ୍ଗ ଦଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ବଜରଙ୍ଗ ଦଳର କର୍ମୀମାନେ କଚେରୀ ଛକ ସ୍ଥିତ ସହୀଦ ସ୍ତମ୍ଭରେ ସାମୁହିକ ଦୀପ ପ୍ରଜ୍ବଳନ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଆର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର,ବରିଷ୍ଠ ସଦସ୍ୟ ପ୍ରଦୀପ ବହିଦାରଙ୍କ ସହ ବହୁ ବଜରଙ୍ଗ ଦଳକର୍ମୀ ସାମିଲ ହୋଇଥିଲେ। ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.