thumbnail

By

Published : Nov 16, 2020, 10:04 PM IST

ETV Bharat / Videos

ପ୍ରବଳ ତୁଷାରପାତ ଜମ୍ମୁ-ଶ୍ରୀନଗର ରାସ୍ତା ବନ୍ଦ, ଦେଖନ୍ତୁ ଭିଡିଓ...

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆରମ୍ଭ ହୋଇଯାଇଛି ତୁଷାରପାତ । ପୀରପଞ୍ଜାଲ ପାର୍ବତ୍ୟାଞ୍ଚଳରେ ପ୍ରବଳ ମାତ୍ରାରେ ବରଫପାତ ଯୋଗୁଁ ଏହାର ପ୍ରଭାବରେ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥର ଜବାହର ଟନେଲରେ ଯାତାୟତ ବନ୍ଦ ହୋଇଯାଇଛି । ଏହା ସହ ମୋଗଲ ରାସ୍ତାକୁ ବନ୍ଦ କରିଦିଆଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.