Dhamnagar Bypoll: ସ୍ବାଧୀନ ପ୍ରାର୍ଥୀ ହେବେ କି ରାଜେନ୍ଦ୍ର, ଶୁଣନ୍ତୁ କଣ କହୁଛନ୍ତି ସେ

By

Published : Oct 14, 2022, 7:45 AM IST

Updated : Oct 14, 2022, 8:35 AM IST

thumbnail
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଶେଷ ତାରିଖ । ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି । ଏବେ ବାକି ରହିଛି ବିଜେଡି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥପତ୍ର ଦାଖଲ କରିବାକୁ ଥିବାବେଳେ ରାଜେନ୍ଦ୍ର ଦାସ ମଧ୍ୟ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡି ଠାରୁ ଟିକେଟ୍ ପାଇଁ ଆଶା ରଖିଥିବା ରାଜେନ୍ଦ୍ର ଝଟ୍‌କା ଖାଇବା ପରେ ଆଜି ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସ୍ବାଧୀନ ପ୍ରାର୍ଥୀ ହେବେ କି ରାଜେନ୍ଦ୍ର ଦାସ ? ଇଟିଭି ଭାରତ ସହ ସାକ୍ଷାତକାରରେ ଶୁଣନ୍ତୁ ଏନେଇ କ'ଣ କହୁଛନ୍ତି ସେ
Last Updated : Oct 14, 2022, 8:35 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.