thumbnail

By

Published : Sep 19, 2022, 1:42 PM IST

ETV Bharat / Videos

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ, କୁକୁର ବେକରେ ରଶି ଲଗାଇ କାରରେ ଘୋଷାଡି ନେଲେ

ଜୟପୁର: ହଜି ଯାଉଛି ମାନବିକତା । ସଭ୍ୟ ମଣିଷ କରୁଛି ଅସାମାଜିକ କାର୍ଯ୍ୟ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ । କୁକୁର ବେକରେ ରଶି ଲଗାଇ ଏକ ଚଳନ୍ତା କାର ସାହାଯ୍ୟରେ ଘୋଷାଡୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାର ଚାଳକ ଜଣେ ଡାକ୍ତର । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଚାଳକ ଜଣକ ତୀବ୍ର ଭାବରେ ଗାଡ଼ି ଚଳାଉଥିବାବେଳେ କୁକୁରକୁ ବିପଦଜନକ ଭାବେ ଟାଣୁଥିଲେ । ଉକ୍ତ ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.