thumbnail

By

Published : May 28, 2022, 12:14 PM IST

ETV Bharat / Videos

ବିରଳ ପ୍ରଜାତିର ୯ ଫୁଟର ଅଜଗର ସାପ ଉଦ୍ଧାର

ଯାଜପୁର: ଦଲକି ଗ୍ରାମରୁ ବିରଳ ପ୍ରଜାତିର ୯ ଫୁଟର ଅଜଗର ସାପ ଉଦ୍ଧାର । ସୁକିନ୍ଦା ବନ ବିଭାଗ ଅଧୀନସ୍ଥ ଦଲକି ଗ୍ରାମ ପାଖ କେନାଲରେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ସୁକିନ୍ଦା ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିରଳ ପ୍ରଜାତିର ୯ ଫୁଟର ଅଜଗର ସାପଟିକୁ ସୁରକ୍ଷିତ ଉପାୟରେ ଉଦ୍ଧାର କରିଥିଲେ । ଏହାପରେ ଅଜଗରଟିକୁ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ପାଖ ଜଙ୍ଗଲରେ ସୁରକ୍ଷିତ ଉପାୟରେ ଛାଡ଼ି ଦିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.