ସ୍ବିଜରଲାଣ୍ଡରେ ଶୁଭିଲା ଭାରତର ଜାତୀୟ ସଙ୍ଗୀତ - ସ୍ବିଜରଲାଣ୍ଡରେ ଶୁଭିଲା ଭାରତୀୟ ଜାତୀୟ ସଙ୍ଗୀତ
🎬 Watch Now: Feature Video
ସ୍ବିଜରଲାଣ୍ଡ: ବିଦେଶରେ ଶୁଭିଲା ଭାରତର ଜାତୀୟ ସଙ୍ଗୀତ । ସ୍ବିଜରଲାଣ୍ଡରେ ରହୁଥିବା ଭାରତୀୟ ପ୍ରବାସୀ ଛାତ୍ରଛାତ୍ରୀ ଜାତୀୟ ସଙ୍ଗୀତ ଜନଗଣ ମନକୁ ଗାନ କରି ସମ୍ମାନ ପ୍ରଦାନ କରିଛନ୍ତି । କାଲିମପଙ୍ଗର ଏକ ସ୍କୁଲରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲର ଏକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଏପରି ଭାବେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ତ୍ରିରଙ୍ଗା ପତକା ଧରି ଜାତୀୟ ସଙ୍ଗୀତ ବଜାଯାଇଥିଲା । ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ ଥିଲା ।
TAGGED:
Indian national anthem