ଯବାନଙ୍କ ସହ ଗୀତ ଗୁଣୁ ଗୁଣେଇଲେ ପ୍ରତିରକ୍ଷାମନ୍ତ୍ରୀ

By

Published : Sep 28, 2022, 8:57 PM IST

thumbnail
ଗୌହ୍ବାଟି: ଯବାନଙ୍କ ସହ ଗୀତ ଗୁଣୁ ଗୁଣେଇଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ବୁଧବାର ଆସାମ ଗସ୍ତ କରିଥିଲେ ପ୍ରତିରକ୍ଷାମନ୍ତ୍ରୀ । ଏହି ଅବସରରେ ସେ ଡିନଜନ ମିଲିଟାରୀ ଷ୍ଟେସନରେ ପହଞ୍ଚିବା ସହ ଯବାନଙ୍କ ସହ ଆଲୋଚନା କରିଥିଲେ । କ୍ୟାମ୍ପ୍‌ରେ ପ୍ରତିରକ୍ଷାମନ୍ତ୍ରୀଙ୍କ ସହିତ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ଯବାନମାନେ 'ସନ୍ଦେଶେ ଆତେ ହୈଁ' ଗୀତ ଗାଇଥିଲେ । ଯବାନଙ୍କ ସ୍ବରରେ ଗୁଣୁ ଗୁଣୁ ହୋଇ ଗୀତ ଗାଇଥିଲେ ପ୍ରତିରକ୍ଷାମନ୍ତ୍ରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.