ବାରବାଟୀରେ ପହଞ୍ଚିଲେ ସଚିନ ଫ୍ୟାନ ସୁଧୀର ଗୌତମ, ଖେଳାଳିଙ୍କୁ କରିବେ ଉତ୍ସାହିତ - ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ

🎬 Watch Now: Feature Video

thumbnail

By

Published : Jun 11, 2022, 8:12 PM IST

କଟକ: ବାରବାଟୀରେ ପହଞ୍ଚିଲେ ପ୍ରସିଦ୍ଧ ପ୍ରଶଂସକ ସୁଧୀର କୁମାର ଗୌତମ । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-୨୦ ମ୍ୟାଚରେ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କଟକରେ ପହଞ୍ଚିଛନ୍ତି ସୁଧୀର । ତେବେ ସୁଧୀର ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଏକ ପ୍ରସିଦ୍ଧ ପ୍ରଶଂସକ । ଯେଉଁଠାରେ ବି ଇଣ୍ଡିଆ ମ୍ୟାଚ ହୋଇଥାଏ, ସେ ଷ୍ଟାଡିୟମରେ ପହଞ୍ଚିଥାନ୍ତି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.