Ind Vs SA T-20: ଅଭ୍ୟାସ ମ୍ୟାଚରେ ବି ଗ୍ୟାଲେରୀ ଫୁଲ୍, ଟ୍ୱିଟ୍ କଲା BCCI

By

Published : Jun 11, 2022, 7:18 PM IST

thumbnail
କଟକ: ଦକ୍ଷିଣ ଆଫ୍ରିକା ସହ ମୁକାବିଲା ପୂର୍ବରୁ ମୈଦାନରେ କସରତ କଲେ ଭାରତୀୟ ଖେଳାଳି । ଆସନ୍ତାକାଲି ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ଅଭ୍ୟାସ କରୁଛନ୍ତି ପନ୍ତ ବାହିନୀ । ତେବେ ଅଭ୍ୟାସ ମ୍ୟାଚରେ ମଧ୍ୟ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । BCCI ଏନେଇ ଏକ ମଜାଳିଆ ଟ୍ବିଟ କରିଛି । କଟକ ଷ୍ଟାଡିୟମରେ ଅଭ୍ୟାସ ସମୟରେ ମ୍ୟାଚର ଅନୁଭବ, ଷ୍ଟାଡିୟ ପ୍ୟାକ୍ ବୋଲି ଟ୍ବିଟ କରିଛି BCCI । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.