ଗ୍ଲାସିଅର ହ୍ରଦ ସୃଷ୍ଟି ସ୍ଥାନରେ ନୌସେନା ଓ ବାୟୁସେନାର ଅପରେଶନ - ନୌସେନା ଓ ବାୟୁସେନାର ମିଳିତ ଅପରେସନ
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଥିବା ଗ୍ଲାସିଅର ହ୍ରଦ ସ୍ଥାନରେ ଭାରତୀୟ ନୌସେନା ଓ ବାୟୁସେନା ମିଳିତ ଭାବରେ ଅପରେସନ କରିଛନ୍ତି । ତପୋବନର 5 କିଲୋମିଟର ଉପରମୁଣ୍ଡରେ ସୃଷ୍ଟି ଗ୍ଲାସିଅଲ୍ ହ୍ରଦର ଗଭୀରତା ମାପିଛନ୍ତି ନୌସେନା-ବାୟୁସେନା । ନୌସେନାର ବୁଡାଳି ମାନେ ବାୟୁସେନାର ଆଡଭାନ୍ସଡ ଲାଇଟ ହେଲିକପ୍ଟର ସାହାଯ୍ୟରେ 14000 ଫୁଟ ଉପରୁ ଗ୍ଲାସିଅର ହ୍ରଦକୁ ମାପିଛନ୍ତି ।
@ANI