thumbnail

By

Published : Jul 19, 2022, 1:16 PM IST

ETV Bharat / Videos

ଅନୁଗୋଳରେ ଓଡ଼ିଶା ବନ୍ଦର ପ୍ରଭାବ, ଗାଡି ଚଳାଚଳ ବନ୍ଦ

ଅନୁଗୋଳ: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଅନୁଗୋଳରେ ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି । ଅନୁଗୋଳରୁ ସମ୍ବଲପୁର, କଟକ, ଭୁବନେଶ୍ୱର, ରାଉରକେଲା ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କୁ ଯାତ୍ରୀବାହୀ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବଳ ଜିଲ୍ଲା ଭିତରେ କାଁ ଭାଁ ଛୋଟ ଗାଡି ଚାଲୁଥିବାର ଦେଖିବାକୁ ମିଳିଛି । ବହୁ ଯାତ୍ରୀ ବସଷ୍ଟାଣ୍ଡରେ ଫସି ରହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.