ମହଙ୍ଗା ପଡିଲା ଛାତ୍ରୀଙ୍କ ସହ ସମ୍ପର୍କ, ଅଧ୍ୟାପକଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ପତ୍ନୀ

By

Published : Aug 21, 2022, 8:45 AM IST

Updated : Aug 21, 2022, 12:33 PM IST

thumbnail
ବ୍ରହ୍ମପୁର: ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଚପଲ ମାଡ । ଛାତ୍ରୀଙ୍କ ସହ ସମ୍ପର୍କ ରଖିବାରୁ ଚପଲରେ ମାଡ ମାରିଲେ ପତ୍ନୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉସିଲ ମଧ୍ୟରେ ରହିଥିବା ସଂପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ରୁମକୁ ଆସି ଚପଲରେ ନିର୍ଦ୍ଧୁମ ଛେଚିଲେ ପତ୍ନୀ । ଏହି ସମୟରେ ବିଶ୍ବବିଦ୍ୟାଳୟର କେହି ବିଦ୍ୟାର୍ଥୀ ବା କର୍ମଚାରୀ ମୋବାଇଲରେ ଏହାକୁ କଏଦ କରିଥିଲେ । ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।
Last Updated : Aug 21, 2022, 12:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.