ETV Bharat / technology

ଲଞ୍ଚ ହେଲା Realme 14 Pro ସିରିଜ; ତାପମାତ୍ରା କମିଲେ ବଦଳିଯିବ ଫୋନର ରଙ୍ଗ - REALME 14 PRO SERIES INDIA LAUNCH

ଭାରତରେ ଶେଷରେ ଲଞ୍ଚ ହୋଇଛି Realme 14 Pro ସିରିଜ । ଏଥିରେ ନୂଆ ଡିଜାଇନ ସାଙ୍ଗକୁ ବଡ଼ ବ୍ୟାଟେରୀ ରହିଛି । ଆଉ କଣ ଖାସ ଓ ଦାମ କେତେ ଜାଣନ୍ତୁ...

Realme 14 Pro Series Launched in India
Realme 14 Pro Series Launched in India (Photo Credit- Realme India)
author img

By ETV Bharat Tech Team

Published : Jan 16, 2025, 1:44 PM IST

Updated : Jan 16, 2025, 3:00 PM IST

ହାଇଦ୍ରାବାଦ: ଭାରତରେ ଆଜି ଲଞ୍ଚ ହୋଇଛି ରିଅଲମି 14 ପ୍ରୋ ସିରିଜ । ଏହି ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ Realme 14 Pro ଓ Realme 14 Pro+କୁ ଲଞ୍ଚ କରିଛି । ଏହି ନୂଆ ଫୋନର ମୁଖ୍ୟ ଆକର୍ଷଣ ହେଉଛି ନୂଆ କଲର୍-ସିଫ୍ଟିଂ ଟେକ୍ନୋଲୋଜି । ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା 16 ଡିଗ୍ରୀରୁ କମ ହୋଇଯିବ ଫୋନଟି ପର୍ଲ ହ୍ବାଇଟ କଲର୍‌ (Pearl White)ରୁ ଗାଢ ବ୍ଲୁ (vibrant blue) ରଙ୍ଗ ହୋଇଯିବ । ତାପମାତ୍ରା ସ୍ବାଭାବିକ ହେଲେ ଏହା ପୁଣି ପୂର୍ବ ରଙ୍ଗକୁ ଫେରି ଆସିବ । ନୂଆ ଫୋନରେ କମ୍ପାନୀ କ୍ୟାମେରା, ବ୍ୟାଟେରୀ ଓ କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିଛି । ଆଉ କଣ ଏଥିରେ ଖାସ ନିମ୍ନରେ ଜାଣନ୍ତୁ ।

Realme 14 Pro Series: ଦାମ ଓ ସେଲ୍‌

  • ରିଅଲମି 14 ପ୍ରୋ ସ୍ମାର୍ଟଫୋନର ଦାମ 8GB + 128GB ମଡେଲ ଲାଗି Rs 24,999 ଟଙ୍କା ରହିଛି ।
  • ସେହିପରି Pro+ ସ୍ମାର୍ଟଫୋନର ଦାମ 256GB ମଡେଲ ଲାଗି Rs 29,999 ରହିଛି ।
  • ଏହି ଫୋନର କଲର ଅପସନ ସମ୍ପର୍କରେ କହିଲେ ଏହା 4ଟି ରଙ୍ଗରେ ଉପଲବ୍ଧ । କିନ୍ତୁ Realme 14 Pro ସ୍ମାର୍ଟଫୋନ ଲାଗି ସ୍ବତନ୍ତ୍ର ଭାବେ Jaipur Pink ରଙ୍ଗ ରହିଥିବା ବେଳେ Realme 14 Pro+ ଲାଗି ସ୍ବତନ୍ତ୍ର ଭାବେ (Bikaner Purple) ରଙ୍ଗ ରହିଛି । ଏହାବାଦ ଉଭଯ ଫୋନ Suede Grey ଓ Pearl White ରଙ୍ଗ ସହିତ ଉପଲବ୍ଧ । ରିଅଲମି 14 ପ୍ରୋ+ ପାଇଁ କମ୍ପାନୀ 4000ଟଙ୍କା ଡିସକାଉଣ୍ଟ ଓ Pro ମଡେଲ ଲାଗି 2000ଟଙ୍କା ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ଅଫର ସ୍ବଳ୍ପ ସମୟ ପାଇଁ ରହିଛି ।
  • ଜାନୁଆରୀ 16 ତାରିଖ ଅପରାହ୍ନ 1:15ଟାଠାରୁ ଜାନୁଆରୀ 22 ତାରିଖ 11:59ଟା ପର୍ଯ୍ୟନ୍ତ ସୀମିତ ସମୟ ଲାଗି ଗ୍ରାହକ ପ୍ରି-ବୁକ୍‌ କରିପାରିବେ ।
ମଡେଲଭାରିଏଣ୍ଟଦାମ
Realme 14 Pro8GB + 128GBRs 24,999
8GB + 256GBRs 26,999
Realme 14 Pro+8GB + 128GBRs 29,999
8GB + 256GBRs 31,999
12GB + 256GBRs 34,999

Realme 14 Pro Series: ସ୍ପେଶିଫିକେସନ ଓ ଫିଚର

1. Realme 14 Pro ସ୍ମାର୍ଟଫୋନ

  • ଡିସପ୍ଲେ: ରିଅଲମି 14 ପ୍ରୋରେ 6.77-ଇଞ୍ଚ FHD+ AMOLED ଡିସପ୍ଲେ, 120Hz ରିଫ୍ରେସ ରେଟ୍‌, 2392 X 1080 ପିକ୍ସେଲ ରିଜୋଲ୍ୟୁସନ, 4500ନିଟ୍ସ ପିକ୍‌ ବ୍ରାଇଟନେସ୍‌ ଓ ଗରିଲା ଗ୍ଲାସ 7i ଲେୟାର ମିଳିବ ।
  • ପ୍ରୋସେସର: ମିଡିଆଟକେ୍‌ ଡାଇମେନସିଟି 7300 ଏନର୍ଜି ଚିପସେଟ୍‌
  • ମେମୋରୀ: ଦୁଇଟି ଅପସନ 8GB + 128GB ଓ 8GB + 256GB ମିଳିବ ।
  • ସଫ୍ଟୱେର: ଆଣ୍ଡ୍ରଏଡ-15 ଆଧାରିତ Realme UI 6 କଷ୍ଟମ ସ୍କିନ୍‌
  • କ୍ୟାମେରା: 50MP Sony IMX882 ପ୍ରାଇମେରି କ୍ୟାମେରା, 8MP ଅଲଟ୍ରା-ୱାଇଡ ଆଙ୍ଗଲ ଲେନ୍ସ ଓ ସେଲ୍ଫି ପାଇଁ 16MP ଫ୍ରଣ୍ଟ କ୍ୟାମେରା ।
  • କନେକ୍ଟିଭିଟି: 5G, 4G LTE, ବ୍ଲୁଟୁଥ୍‌ 5.2, ୱାଇ-ଫାଇ 6, ଡୁଆଲ୍‌ SIM, ଜିପିଏସ ଓ USB ଟାଇପ-ସି ପୋର୍ଟ
  • ଅନ୍ୟାନ୍ୟ ଫିଚର: ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP66+IP68+IP69 ରେଟିଂ, ମିଲିଟାରୀ-ଗ୍ରେଡ୍‌ ସକପ୍ରୁଫ୍‌, ଡ୍ରପ୍‌-ଫ୍ରି ରେଜିଷ୍ଟାନ୍ସ, ଡୁଆଲ ସ୍ପିକର, ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, 6000mm2 3D VC କୁଲିଂ ସିଷ୍ଟମ ।

2. Realme 14 Pro+ ସ୍ମାର୍ଟଫୋନ

  • ଡିସପ୍ଲେ: ଏଥିରେ ପ୍ରୋ ମଡେଲଠାରୁ ସାମାନ୍ୟ ବଡ଼ 6.83-ଇଞ୍ଚ FHD+ AMOLED ଡିସପ୍ଲେ, 120Hz ରିଫ୍ରେସ ରେଟ୍‌, 2800 X 1272 ପିକ୍ସେଲ ରିଜୋଲ୍ୟୁସନ, 1.07 ବିଲିୟନ କଲର
  • ପ୍ରୋସେସର: କ୍ବାଲକମ୍‌ ସ୍ନାପଡ୍ରାଗନ 7s Gen 3 ଚିପସେଟ୍‌
  • ମେମୋରୀ: 12GB + 256GB ଓ 12GB + 512GB
  • ସଫ୍ଟୱେର: ଆଣ୍ଡ୍ରଏଡ-15 ଆଧାରିତ Realme UI 6 କଷ୍ଟମ ସ୍କିନ
  • କ୍ୟାମେରା: 50MP Sony IMX8986 ପ୍ରାଇମେରି କ୍ୟାମେରା, 50MP Sony IMX882 3x ପେରିସ୍କୋପ ଟେଲିଫଟୋ ଲେନ୍ସ (ଏଥିରେ ଆପଣ 6xରୁ 120x ପର୍ଯ୍ୟନ୍ତ ଜୁମ୍‌ କରିପାରିବେ), 8MP ଅଲଟ୍ରା-ୱାଇଡ ଆଙ୍ଗଲ ଲେନ୍ସ, 32MP ସେଲ୍ଫି କ୍ୟାମେରା । ଏଥିରେ ମ୍ୟାଜିକ୍‌ ଗ୍ଲୋ ଟ୍ରିପଲ ଫ୍ଲାସ ଓ ଲାଇଭ ଫଟୋ ଫିଚର ମଧ୍ୟ ରହିଛି ।
  • ବ୍ୟାଟେରୀ: 6000mAh ବ୍ୟାଟେରୀ, ଯାହାକି 80W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।
  • AI ଫିଚର: AI Ultra Clarity 2.0, AI Snap Mode, AI Eraser 2.0,
  • ଅନ୍ୟାନ୍ୟ ଫିଚର: ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ଷ୍ଟେରିଓ ସ୍ପିକର, ପାଣି ଓ ଧୂଳିରୁ ରକ୍ଷା ପାଇବା ଲାଗି ଏହା IP69, IP68, IP66 ରେଟିଂ ସହ ଆସିଛି ।

Realme 14 Pro Series: କଣ ନୂଆ ?

କମ୍ପାନୀ ଗତବର୍ଷ ରିଅଲମି 13 ପ୍ରୋ ଲାଇନଅପ୍‌ ପରେ Realme 14 Proକୁ ଭାରତରେ ଲଞ୍ଚ କରିଛି । ଏହି ନୂଆ ସ୍ମାର୍ଟଫୋନରେ ବଡ଼ ଅପଡେଟ ଭାବେ ରଙ୍ଗ ପରିବର୍ତ୍ତନ ଡିଜାଇନ ରହିଛି । ଏଥିରେ ପ୍ରୋସେସରକୁ ପରିବର୍ତ୍ତନ କରାଯାଇଛି । ପୂର୍ବ ମଡେଲରେ ବ୍ୟାଟେରୀ 5200mAh ଥିବା ବେଳେ ନୂଆ ମଡେଲରେ ସାମାନ୍ୟ ବଡ଼ ବ୍ୟାଟେରୀ 6,000mAh ଦିଆଯାଇଛି । IP ରେଟିଂକୁ ମଧ୍ୟ IP65ରୁ IP66/IP68/IP69କୁ ଉନ୍ନତ କରାଯାଇଛି । Realme 14 Pro+ ମଡେଲରେ Realme 13 Pro+ ସ୍ମାର୍ଟଫୋନ ଅପେକ୍ଷା ବଡ଼ ଡିସପ୍ଲେ ମିଳିଛି । 13 Pro+ରେ 6.7 ଇଞ୍ଚ ଡିସପ୍ଲେ ଥିବା ବେଳେ 14 Pro+ରେ 6.83 ଇଞ୍ଚ ଡିସପ୍ଲେ ରହିଛି । କିନ୍ତୁ Realme 13 Proରେ 32MP ସେଲଫି କ୍ୟାମେରା ଥିବା ବେଳେ 14 Proରେ 16MP କ୍ୟାମେରା ରହିଛି ।

ଏହା ବି ପଢନ୍ତୁ
  1. ଓପୋ Reno 13 ବନାମ Reno 13 Pro; କେଉଁଟା ଆପଣଙ୍କ ପାଇଁ ବେଷ୍ଟ
  2. ଲଞ୍ଚ ହେଲା POCO X7 ଓ X7 Pro ସ୍ମାର୍ଟଫୋନ; ଦାମ 20ହଜାରରୁ କମ୍‌

Last Updated : Jan 16, 2025, 3:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.