Hanuman Jayanti 2022: କଟକ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଖଚାଖଚ ଭିଡ଼ - କଟକ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଖଚା ଖଚ ଭିଡ଼
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15015826-thumbnail-3x2-db.jpg)
କଟକ: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଦୁଇ ବର୍ଷ ହେଲା ବିନା ଭକ୍ତରେ ପଣା ସଂକ୍ରାନ୍ତି ପାଳନ କରାଯାଇ ଥିବା ବେଳେ ଚଳିତବର୍ଷ କୋଭିଡ କଟକଣା ହଟିଥିବାରୁ ହନୁମାନ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ କଟକ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଭକ୍ତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।