Horrific accident: ବାଇକ ଆରୋହୀଙ୍କ ଉପରେ କାର ଚଢାଇଲେ ଡାକ୍ତରାଣୀ - ବାଇକ ଆରୋହୀଙ୍କ ଉପରେ କାର ଚଢାଇଲେ ଡାକ୍ତରାଣୀ

🎬 Watch Now: Feature Video

thumbnail

By

Published : May 23, 2022, 8:21 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କେକେ ଲେଆଉଟ ନିକଟରେ ଗତ ଶନିବାର ଏକ ଛାତିଥରା ଦୁର୍ଘଟଣା ଘଟିଛି । ଯେଉଁଠି ଡାକ୍ତରାଣୀ ଜଣେ ବାଇକ ଆରୋହୀଙ୍କ ଉପରେ କାର ଚଢାଇଦେଇଛନ୍ତି । ପ୍ରଥମେ ବାଇକ ଆରୋହୀ ଜଣକ ଡାକ୍ତରାଣୀଙ୍କ କାର ଆଗକୁ ଆସିଯାଇଥିଲେ । ତେବେ ଡାକ୍ତରାଣୀ ବ୍ରେକ୍‌ ମଧ୍ୟ ମାରିଥିଲେ । ହେଲେ ଏହାପରେ ହଠାତ୍‌ ବାଇକ ଆରୋହୀଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଗାଡ଼ି ଚଢାଇଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ଏନେଇ କାମାକ୍ଷୀ ପାଲ୍ୟା ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଡାକ୍ତରାଣୀଙ୍କ କାରକୁ ଏବେ ପୋଲିସ ଜବତ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.