thumbnail

Ind Vs SA: ଆମେ ନିଶ୍ଚୟ ସିରିଜ ଜିତିବୁ କହିଲେ ଭୁବନେଶ୍ୱର କୁମାର

By

Published : Jun 11, 2022, 6:09 PM IST

କଟକ: ଆସନ୍ତାକାଲି (ଶନିବାର) ବାରବାଟିରେ ହେବାକୁ ଥିବା ଦ୍ୱିତୀୟ ଟି20 ମ୍ୟାଚ ପାଇଁ ଆଜି ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ଭାରତୀୟ ଟିମ ଖେଳାଳି । ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ସାମ୍ବାଦିକ ସମ୍ମିଳନୀରେ, ଆମେ ଏହି ସିରିଜ ଜିତିବୁ ବୋଲି କହିଛନ୍ତି । ଆଗାମୀ ମ୍ୟାଚ ଗୁଡିକରେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂ ଭଲ କରିବ । ଗତ ମ୍ୟାଚରେ ଭଲ ଟକ୍କର ହୋଇଥିଲେ ବି ଭାରତ ସପକ୍ଷରେ ମ୍ୟାଚ ଯାଇନଥିଲା । ଆଗାମୀ ମ୍ୟାଚରେ ବିଜୟୀ ହୋଇ ସିରିଜ ବିଜୟ ଲକ୍ଷ୍ୟରେ ରହିବୁ ବୋଲି ଭୁବନେଶ୍ବର କୁମାର କହିଛନ୍ତି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.