thumbnail

By

Published : Aug 8, 2022, 5:03 PM IST

ETV Bharat / Videos

Amit Shah In Cuttack: ଶାହ କହିଲେ ଓଡିଶାର ଗୌରବ ଗାଥା

କଟକ: ଦେଶର ରାଷ୍ଟ୍ରପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରେଳ ମନ୍ତ୍ରୀ, ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସମସ୍ତେ ଓଡିଶାର । ସ୍ଵାଧୀନତା ପରେ ଆଜି ପର୍ଯ୍ୟନ୍ତ ଓଡିଶା ଏତେ ପ୍ରତିନିଧିତ୍ଵ ପାଇନଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ରାଜ୍ୟର ସରକାରଙ୍କୁ ନେଇ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ଆଜି କଟକରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.