ସଟଡାଉନରେ ଭଦ୍ରକର 357 ହାବିଲଦାର ଓ କନେଷ୍ଟବଳଙ୍କୁ ସଲାମ

🎬 Watch Now: Feature Video

thumbnail

By

Published : Jun 7, 2020, 4:18 PM IST

ଭଦ୍ରକ: କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଭଦ୍ରକ ଜିଲ୍ଲାରେ ଜାରି ହୋଇଛି ସଟଡାଉନ । ଜୁନ ମାସର ଶନିବାର ଓ ରବିବାର ଦୁଇଦିନ ରାଜ୍ୟ ସରକାର 11 ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି । ଏଥିସହ ଜିଲ୍ଲାରେ ହୋମଗାର୍ଡ, ହାବିଲଦାର ଓ କନେଷ୍ଟବଳ ମାନଙ୍କ କାର୍ଯ୍ୟ ମଧ୍ୟ ବେଶ ଉଲେଖନୀୟ ରହିଛି । ରାଜ୍ୟରେ ମୋଟ 17500 ହାବିଲଦାର ଓ କନେଷ୍ଟବଳ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ 357 ଜଣ କାର୍ଯ୍ୟ କରୁଛନ୍ତି । ଏନେଇ ଆମ ସମ୍ବାଦଦାତା ଜିଲ୍ଲାର ସ୍ଥିତି ପରଖିବା ସହ ରାଜ୍ୟ ହାବିଲଦାର ଓ କନେଷ୍ଟବଲ ମହାସଂଘର ସଭାପତିଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.