ଗୁରୁ ରାମଦାସଙ୍କ ପ୍ରକାଶ ପୂରବ ଅବସରରେ ଝଲୁସୁଛି ସ୍ବର୍ଣ୍ଣ ମନ୍ଦିର, ଦେଖନ୍ତୁ ଭିଡିଓ

By

Published : Oct 11, 2022, 8:54 PM IST

thumbnail
ଚଣ୍ଡିଗଡ: ଆଜି ଗୁରୁ ରାମଦାସଙ୍କ ପ୍ରକାଶ ପୂରବ ପାଳନ କରୁଛନ୍ତି ଶିଖ ଧର୍ମାବଲମ୍ବୀ (Parkash Purab of Guru Ramdas)। ଏହି ଅବସରରେ ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିରରେ ବିଶେଷ ଆୟୋଜନ କରାଯାଇଛି । ସମ୍ପୂର୍ଣ୍ଣ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରିବା ସହ ଆତସବାଜିର ବ୍ୟବସ୍ଥା ମଧ୍ୟ କରାଯାଇଛି । ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.