ସୁନାରେ ସଜେଇ ହୋଇଛି କାଳିଆ, ଅପୂର୍ବ ରୂପ ଦର୍ଶନରେ ବିମୋହିତ ଭକ୍ତ

By

Published : Jul 10, 2022, 7:52 PM IST

thumbnail
ପୁରୀ: କାଳିଆ ସୁନାର ଆଜି ସୁନାବେଶ । ମହଣ ମହଣ ସୁନାରେ ଝଟକୁଛନ୍ତି ମହାବାହୁ । ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ । ଦୁଇ ବର୍ଷ ପରେ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ସୁନାରେ ସଜେଇ ହୋଇଥିବା ସେଇ କଳା ଶ୍ରୀମୁଖର ଦର୍ଶନ ଟିକିଏ ପାଇ ବିମୋହିତ ହୋଇପଡୁଛନ୍ତି ଭକ୍ତ । ଦେଖନ୍ତୁ ଶ୍ରୀକ୍ଷେତ୍ରରୁ ଏହି ଅଲୌକିକ ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.