ଦେଶାତ୍ମବୋଧକ ସଙ୍ଗୀତ ଗାଇ ହର ଘର ତ୍ରିରଙ୍ଗା ପ୍ରଚାର କରୁଛନ୍ତି ସ୍ବର୍ଣ୍ଣିମା - ସ୍ବର୍ଣ୍ଣିମା ରଥ ଦେଶାତ୍ମବୋଧକ ସଙ୍ଗୀତ

🎬 Watch Now: Feature Video

thumbnail

By

Published : Aug 14, 2022, 10:54 PM IST

ଜଗତସିଂହପୁର: ଅଜାଦି କା ଅମୃତ ମହୋତ୍ସବ ଅବସରରେ ଦେଶାତ୍ମବୋଧକ ସଙ୍ଗୀତ ଲେଖି ନିଜେ ପରିବେଷଣ କରୁଛନ୍ତି ସଭାମୂଳ ଗ୍ରାମର ଝିଅ ସ୍ବର୍ଣ୍ଣିମା ରଥ । କେନ୍ଦ୍ର ସରକାରଙ୍କ ହର ଘର ତ୍ରିରଙ୍ଗା ଅଭିଯାନକୁ ଗ୍ରାମାଞ୍ଚଳରେ ବୁଲି ବୁଲି ପ୍ରଚାର କରିବା ସହ ଲୋକଙ୍କୁ ଘରେ ତ୍ରିରଙ୍ଗା ଲଗାଇବାକୁ ଅନୁରୋଧ କରୁଛନ୍ତି । ଛୋଟ ଝିଅର ଏହି ପ୍ରୟାସକୁ ଲୋକେ ଗ୍ରହଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆସନ୍ତା କାଲି ସ୍ଵାଧୀନତାର ୭୫ ବର୍ଷ ପୂରଣ ହେଉଥିବାରୁ ସେ ତାଙ୍କର ପ୍ରଚାର ଅଭିଯାନ ଶେଷ କରିବେ ବୋଲି କହିଛନ୍ତି । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.