thumbnail

ଲଘୁଚାପ ବର୍ଷା ସତ୍ତ୍ୱେ ବିଜୟା ଦଶମୀରେ ମା’ଙ୍କ ଦର୍ଶନ ଲାଗି ଭିଡ

By

Published : Oct 5, 2022, 9:31 PM IST

ବ୍ରହ୍ମପୁର : ଆଜି ମହମାୟାଙ୍କ ବିଜୟା ଦଶମୀ । ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଶେଷ ଦିନରେ ବି ସହରର ସମସ୍ତ ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତ ଭିଡ ଲାଗିଛି । ଆଜି ବିଦାୟ ନେବେ ଦେବୀ ଦୁର୍ଗତିନାଶିନୀ । ତେବେ ଲଘୁଚାପ ବର୍ଷା ସତ୍ତ୍ବେ ଦଶମୀରେ ମାଙ୍କ ଦର୍ଶନ କରିବା ଲାଗି ଗାନ୍ଧୀ ନଗର ପୂଜା ମଣ୍ଡପରେ ଦେଖିବାକୁ ମିଳି ଥିଲା ଭକ୍ତଙ୍କ ଗହଳି । ତେବେ ଗାନ୍ଧୀ ନଗର ପୂଜା ମଣ୍ଡପରୁ ଏହି ଅବସରରେ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.