ବରଫ ଚାଦରରେ ବାବା କେଦାରନାଥ, ଦେଖନ୍ତୁ ମନଲୋଭା ଦୃଶ୍ୟ

By

Published : Apr 23, 2022, 10:55 AM IST

Updated : Apr 23, 2022, 11:15 AM IST

thumbnail
ଡେରାଡୁନ: ସାରା ଦେଶରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ଟାଣ ଖରାରେ ଲୋକେ ହନସନ୍ତ ହେଉଥିବା ବେଳେ ଉତ୍ତରାଖଣ୍ଡ କେଦାରନାଥରେ ଦେଖିବାକୁ ମିଳିଛି ସୁନ୍ଦର ଦୃଶ୍ୟ । ତୁଷାରପାତ ସାଙ୍ଗକୁ ହାଲୁକା ବର୍ଷା କେଦାରନାଥର ସୁନ୍ଦରତାକୁ ଆହୁରି ଦ୍ବିଗୁଣିତ କରୁଛି । ଦେଖନ୍ତୁ ପ୍ରକୃତିର ମନଲୋଭା ଦୃଶ୍ୟ
Last Updated : Apr 23, 2022, 11:15 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.