ଗରିବ-ଅସହାୟଙ୍କୁ ରାସନ ସାମଗ୍ରୀ ବଣ୍ଟନ

By

Published : Jun 14, 2021, 8:10 PM IST

thumbnail
ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ଗରିବ ଓ ଅସହାୟ ପରିବାରଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସହରର ତିନୋଟି ସ୍ଥାନରେ ବଣ୍ଟନ କରାଯାଇଛି ଚାଉଳ ଠାରୁ ଆରମ୍ଭ କରି ବିଭିନ୍ନ ରାଶନ ସାମଗ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏଭଳି କୋଭିଡର ଦ୍ବିତୀୟ ଲହର ସମୟରେ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ବିତାଉଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସହାୟତା ପ୍ରଦାନ କରାଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ କୋଭିଡ୍ କଟକଣା ମଧ୍ୟରେ ସହରରେ ଏହାକୁ ସ୍ଥାନୀୟ କମାପଲ୍ଲୀ ,ସିଟି ହାଇସ୍କୁଲ ଭଳି ସ୍ଥାନରେ ବଣ୍ଟନ କରାଯାଇଥିଲା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.