ମହାରାଷ୍ଟ୍ରରେ ବନ୍ୟା ତାଣ୍ଡବ: ଉଦ୍ଧାର କରୁଛି ଏନଡିଆରଏଫ, ଦେଖନ୍ତୁ ଭିଡିଓ - Floods in Maharashtra: ADRF rescues

🎬 Watch Now: Feature Video

thumbnail

By

Published : Oct 16, 2020, 11:05 PM IST

ମୁମ୍ବାଇ: ତେଲେଙ୍ଗାନା ପରେ ଏବେ ମହାରାଷ୍ଟ୍ରରେ ବନ୍ୟାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ବନ୍ୟାପାଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ଏନଡିଆରଏଫ । ଜଣେ ବ୍ୟକ୍ତି ବନ୍ୟାପାଣିରେ ଟ୍ୟୁବରେ ଯାଉଥିବାବେଳେ ଉଦ୍ଧାର କରୁଛି ଏନଡିଆରଏଫ । @ANI

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.