ଜଳାର୍ଣ୍ଣବ ଭାଗଲପୁର,ଡଙ୍ଗା ସାହାଯ୍ୟରେ ରୋଗୀଙ୍କୁ ନିଆଯାଉଛି ମେଡିକାଲ
🎬 Watch Now: Feature Video
ପାଟନା : ବିହାରରେ ବନ୍ୟା । ଜଳାର୍ଣ୍ଣବ ଭାଗଲପୁର ଜିଲ୍ଲା (Bhagalpur district ) । ଯୁଆଡେ ଚାହିଁବ ସିଆଡେ ଖାଲି ପାଣି ଆଉ ପାଣି । ରାସ୍ତାଘାଟ ମଧ୍ୟ ପାଣିରେ ବୁଡି ଯାଇଛି । ସ୍ବାସ୍ଥ୍ୟସେବା ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ନ ପାରିବାରୁ ଲୋକେ ରୋଗୀଙ୍କୁ ଡଙ୍ଗା ସାହାଯ୍ୟରେ ମେଡିକାଲ ନେଉଥିବା ଦେଖିବାକୁ ମିଳିଛି ।