thumbnail

Digital Dialogue: କୋଟିଆକୁ ନେଇ ଆମ ରାଜନେତାଙ୍କ କଣ ହେଲା ଆମେ ଜାଣିନାହୁଁ: ଗଦାଧର ପରିଡା

By

Published : Oct 8, 2022, 5:55 PM IST

ଭୁବନେଶ୍ବର: କୋଟିଆକୁ ରକ୍ଷା କରିବାକୁ ହେଲେ, ଆମ ପାଖରେ ଯେତେ ପ୍ରମାଣ ପତ୍ର ଅଛି, ଏବଂ ଆମର ମାମଲା ଯିଏ ଲଢୁଛି ସମସ୍ତେ ବାସ୍ତବ ସ୍ଥିତି ବୁଝିବା ଦରକାର । ରାଜସ୍ବ ବିଭାଗ ଓ ଆଇନ ବିଭାଗର ଅଧିକାରୀ ମାନେ ଓଡିଶା ସରକାରଙ୍କ ଓକିଲଙ୍କୁ ସମସ୍ତ ସ୍ଥିତି ଅବସ୍ଥିତି ସମ୍ପର୍କରେ ସଠିକ ଭାବେ ବୁଝାଇବା ଦରକାର। ଯାହାଦ୍ବାରା କୋଟିଆ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ପ୍ରମାଣ ଯୁକ୍ତି ସଠିକ ଭାବେ ଉପସ୍ଥାପନା ହୋଇପାରିବ । ନଚେତ ଦ୍ବିତୀୟ ବରାମୁଠା ଯେ ନହେବ କିଏ କହିବ । ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ ଇଟିଭି ଭାରତ ଓଡିଶା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.