EXCLUSIVE: ଟେଷ୍ଟ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫାର ଖାସ୍‌ କାରଣ କହିଲେ ରଞ୍ଜୀବ ବିଶ୍ବାଳ

By

Published : Jan 16, 2022, 9:31 PM IST

thumbnail
ହାଇଦ୍ରାବାଦ: ବିବାଦ ଯୋଗୁଁ ବିରାଟ ନେଲେ ବଡ ନିଷ୍ପତ୍ତି । ଟେଷ୍ଟ ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଇସ୍ତଫାର କାରଣ BCCI ସହିତ ବିବାଦ ବୋଲି କହିଲେ ପୂର୍ବତନ ଟିମ ଇଣ୍ଡିଆ ମ୍ୟାନେଜର୍‌ ରଞ୍ଜୀବ ବିଶ୍ବାଳ । ଅଭିଜ୍ଞତା ଦୃଷ୍ଟିରୁ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ ସପକ୍ଷରେ ରଖିଲେ ମତ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.