ଏନକାଉଣ୍ଟରରେ ନିପାତ 'ଦିଶା' ଦୁଷ୍କର୍ମକାରୀ, ଦେଶବ୍ୟାପୀ ଖୁସୀର ଲହରି - ଦିଶା ଦୁଷ୍କର୍ମ ଓ ହତ୍ୟା ଘଟଣା

🎬 Watch Now: Feature Video

thumbnail

By

Published : Dec 6, 2019, 11:06 AM IST

ହାଇଦ୍ରାବାଦ: ତେଲେଙ୍ଗାନା ପୋଲିସ ଜିନ୍ଦାବାଦର ନାରାରେ ଫାଟୁଛି ସମ୍ପୁର୍ଣ୍ଣ ହାଇଦ୍ରାବାଦ । ଦିଶା ଗଣଦୁଷ୍କର୍ମକାରୀଙ୍କ ମୃତ୍ୟର ଖୁସି ମନାଉଛି ସାରା ଦେଶ ।  ଗତ 10 ଦିନ ହେବ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ପାଇଁ ସାଧାରଣରେ ଦାବି ଦେଉଥିବା ବେଳେ ଆଜି ସକାଳୁ ଏହି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଖେଳ ଶେଷ କରିଛି ହାଇଦ୍ରାବାଦ ପୋଲିସ । ଦେଖନ୍ତୁ ଦେଶବାସୀ କିପରି ଏହି ଏନକାଉଣ୍ଟରକୁ ସମର୍ଥନ କରିବା ସହ ହାଇଦ୍ରାବାଦ ପୋଲିସର ଜୟଜୟକାର କରୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.