thumbnail

By

Published : Apr 29, 2020, 8:55 PM IST

ETV Bharat / Videos

ଲକଡାଉନ୍ ଯୋଗୁଁ କିଭଳି ରହିବ ଅର୍ଥନୀତି ପ୍ରଭାବ...

ବ୍ରହ୍ମପୁର: ଦେଶରେ ଲକ ଡାଉନ୍ ଯୋଗୁଁ କିଭଳି ରହିବ ଅର୍ଥନୀତି ପ୍ରଭାବ । ଦେଶ ତଥା ରାଜ୍ୟର ଅର୍ଥନୀତିରେ ଏହାକୁ ନେଇ କିଭଳି ରହିବ ପ୍ରଭାବ । ଲକଡାଉନ ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସମାଜର ଗରିବ ଏବ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଠାରୁ ଆରମ୍ଭ କରି ଶିଳ୍ପପତିଙ୍କ କ୍ଷେତ୍ରରେ କିପରି ରହିବ ଆଭିମୁଖ୍ୟ ସେ ନେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଭାଗବତ ପାତ୍ର । ଏନେଇ ଆଲୋଚନା କରିଥିଲେ ଆମ ସମ୍ବାଦଦାତା... ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.