thumbnail

By

Published : Jan 1, 2021, 8:32 PM IST

ETV Bharat / Videos

ଦୌଡରାଣୀ ଦୂତିଙ୍କ ନବବର୍ଷ ଶୁଭେଚ୍ଛା

ଭୁବନେଶ୍ବର: ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଦୌଡରାଣୀ ଦୂତି ଚାନ୍ଦ । ଦୂତି ଏକ ଭିଡ଼ିଓ ବାର୍ତ୍ତାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା ସମୟରେ ସତର୍କତା ଅବଲମ୍ବନ କରିବା ଓ ସରକାରଙ୍କ ନୀୟମାବଳୀକୁ ପାଳନ କରିବାକୁ ନିବେଦନ କରିଛନ୍ତି । ଏଥିସହ ସେ କୋରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ 2021 ବର୍ଷଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.