ବଢୁଛି କୋରୋନା ଭୟ, ସଚେତନତା ନେଇ ଡାକ୍ତରଙ୍କ ପରାମର୍ଶ

By

Published : Jul 8, 2022, 6:51 PM IST

thumbnail

ଭବାନୀପାଟଣା: ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି କୋରୋନା ସଂକ୍ରମଣ । ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସଚେତନତା ମୂଳକ ପଦକ୍ଷେପ ନିଆଯାଉ ଥିବାବେଳେ ଟ୍ବିନସିଟିରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ତେବେ କଳାହାଣ୍ଡିରେ କୋରୋନା ସଂକ୍ରମଣ ରୋକିବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ସେ ନେଇ ଅଧିକ ଆଲୋଚନା କରିଛନ୍ତି କରିଛନ୍ତି RRT ଇନଚାର୍ଜ ଡ଼. ପୂର୍ଣଚନ୍ଦ୍ର ପଣ୍ଡା, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.