thumbnail

By

Published : Jul 10, 2022, 10:06 AM IST

ETV Bharat / Videos

Eid Al Adha: ଜାମା ମସଜିଦରେ ଇସଲାମ ଧର୍ମାମ୍ବଲମ୍ବୀଙ୍କ ସମୂହ ନମାଜ ପାଠ

ନୂଆଦିଲ୍ଲୀ: ଇଦ-ଅଲ-ଅଦା (Eid-Al-Adha) ଅବସରରେ ଜାମା ମସଜିଦରେ ସମୂହ ନମାଜ ପାଠ । ଏକତ୍ରୀତ ହୋଇ ନମାଜ ପଢିଲେ ହଜାର ହଜାର ଇସଲାମ ଧର୍ମାବଲମ୍ବୀ । ଆଜି ଇଦ-ଅଲ-ଅଦା ବା ବକର-ଇଦ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ । ପବିତ୍ର ହଜ ଯାତ୍ରାର ଶେଷ ପର୍ଯ୍ୟାୟରେ ଏହି ପର୍ବ ପାଳନ କରିଥାଏ । ଦିଲ୍ଲୀ ସମେତ ବିଭିନ୍ନ ମସଜିଦରେ ନମାଜ ପାଠ ଜାରି ରହିଛି । ଆଜି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇସଲାମ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.