ମଥୁରାରେ ଜନ୍ମାଷ୍ଟମୀ, କୃଷ୍ଣ ପ୍ରେମରେ ଝୁମିଲେ ଭକ୍ତ

By

Published : Aug 20, 2022, 7:31 AM IST

thumbnail

ଲକ୍ଷ୍ନୌ: ମଥୁରାରେ ଧୁମଧାମରେ ମଧ୍ୟରାତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଇଛି । କୃଷ୍ଣଙ୍କ ପ୍ରେମରେ ହଜି ଯାଇଛନ୍ତି ଭକ୍ତ । ହଜାର ହଜାର ଭକ୍ତ ଭାବବିହ୍ବଳ ହୋଇ ନୃତ୍ୟ ମଧ୍ୟ କରୁଛନ୍ତି । ଯାହା ଅତ୍ୟନ୍ତ ମନମୁଗ୍ଧକର ଅଟେ । ଯେମିତି କୃଷ୍ଣ ପ୍ରେମରେ ଲୀନ ହୋଇଯାଇଛନ୍ତି ସମସ୍ତେ । ଜୟ ଶ୍ରୀ କୃଷ୍ଣରେ ଭକ୍ତିମୟ ହୋଇଛି ସମଗ୍ର ପରିବେଶ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.